or_tn/act/09/02.md

20 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# for the synagogues
ଏହା ସମାଜଗୃହରେ ଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସମାଜଗୃହରେ ଥିବା ଲୋକମାନଙ୍କ ନିମନ୍ତେ” ବା “ସମାଜଗୃହର ନେତାମାନଙ୍କ ନିମନ୍ତେ” (ଦେଖ: [[rc://*/ta/man/translate/figs-metonymy]])
# if he found any
ଯେତେବେଳେ ସେ ଯାହାକୁ ବି ପାଇଲେ କିମ୍ବା “ଯଦି ସେ କାହାକୁ ପାଇଲେ”
# who belonged to the Way
ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କର ଶିକ୍ଷାର ଅନୁଗମନ କରୁଥିଲେ
# the Way
ସେହି ସମୟରେ ଏହି ପଦ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ଉପାଧି ଭାବରେ ବ୍ୟବହୃତ ହେଉଥିଲା I
# he might bring them bound to Jerusalem
ଯେପରି ସେ ସେମାନଙ୍କୁ ବନ୍ଦୀ ଭାବରେ ଯିରୂଶାଲମକୁ ନେଇପାରିବେ I “ଯେପରି ଯିହୂଦୀ ନେତାମାନେ ବିଚାରକରି ସେମାନଙ୍କୁ ଦଣ୍ଡ ଦେଇପାରିବେ” ବାକ୍ୟକୁ ଯୋଡ଼ି ପାଉଲଙ୍କର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିହେବ (ଦେଖ: [[rc://*/ta/man/translate/figs-explicit]])