or_tn/act/23/35.md

1.1 KiB
Raw Permalink Blame History

he said

ଏହି ବାକ୍ୟ, ଯାହା ୪୩ ପଦରେ “ଯେତେବେଳେ ସେ ଜାଣିଲେ” ସହିତ ଆରମ୍ଭ ହେଉଛି, ଏହାକୁ ଏକ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପାଉଲ କହିଲେ, ‘ମୁଁ କିଲିକିଆର ଲୋକ I ତାପରେ ଶାସନକର୍ତ୍ତା କହିଲେ” (ଦେଖ: rc://*/ta/man/translate/figs-quotations)

I will hear you fully

ତୁମ୍ଭର ଯାହା କହିବାକୁ ଅଛି, ମୁଁ ଶୁଣିବି

he commanded him to be kept

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କୁ ରଖିବାପାଇଁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ” କିମ୍ବା “ତାହାଙ୍କୁ ଅଟକାଇବାପାଇଁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ”