# he said ଏହି ବାକ୍ୟ, ଯାହା ୪୩ ପଦରେ “ଯେତେବେଳେ ସେ ଜାଣିଲେ” ସହିତ ଆରମ୍ଭ ହେଉଛି, ଏହାକୁ ଏକ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପାଉଲ କହିଲେ, ‘ମୁଁ କିଲିକିଆର ଲୋକ I’ ତାପରେ ଶାସନକର୍ତ୍ତା କହିଲେ” (ଦେଖ: [[rc://*/ta/man/translate/figs-quotations]]) # I will hear you fully ତୁମ୍ଭର ଯାହା କହିବାକୁ ଅଛି, ମୁଁ ଶୁଣିବି # he commanded him to be kept ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କୁ ରଖିବାପାଇଁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ” କିମ୍ବା “ତାହାଙ୍କୁ ଅଟକାଇବାପାଇଁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ”