or_tn/act/23/35.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# he said
ଏହି ବାକ୍ୟ, ଯାହା ୪୩ ପଦରେ “ଯେତେବେଳେ ସେ ଜାଣିଲେ” ସହିତ ଆରମ୍ଭ ହେଉଛି, ଏହାକୁ ଏକ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପାଉଲ କହିଲେ, ‘ମୁଁ କିଲିକିଆର ଲୋକ I ତାପରେ ଶାସନକର୍ତ୍ତା କହିଲେ” (ଦେଖ: [[rc://*/ta/man/translate/figs-quotations]])
# I will hear you fully
ତୁମ୍ଭର ଯାହା କହିବାକୁ ଅଛି, ମୁଁ ଶୁଣିବି
# he commanded him to be kept
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କୁ ରଖିବାପାଇଁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ” କିମ୍ବା “ତାହାଙ୍କୁ ଅଟକାଇବାପାଇଁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ”