or_tn/act/23/16.md

991 B

General Information:

ଏଠାରେ “ସେ” ପାଉଲଙ୍କର ଭଣଜାଙ୍କୁ ବୁଝାଏ I “ତାହାଙ୍କୁ” ଶବ୍ଦ ପ୍ରଧାନ ସେନାପତିଙ୍କୁ ବୁଝାଏ I

Paul's sister's son

ପାଉଲଙ୍କ ଭଉଣୀଙ୍କ ପୁତ୍ର କିମ୍ବା “ପାଉଲଙ୍କ ଭଣଜା”

they were lying in wait

ସେମାନେ ପାଉଲଙ୍କୁ ଅତର୍କିତ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲେ କିମ୍ବା “ସେମାନେ ପାଉଲଙ୍କୁ ବଧ କରିବାକୁ ଅପେକ୍ଷା କରୁଥିଲେ”

the fortress

ଏହି ଗଡ଼ ମନ୍ଦିରର ବାହାର ପ୍ରାଙ୍ଗଣକୁ ଲାଗି ରହିଥିଲା I ପ୍ରେରିତ ୨୧:୩୪ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I