# General Information: ଏଠାରେ “ସେ” ପାଉଲଙ୍କର ଭଣଜାଙ୍କୁ ବୁଝାଏ I “ତାହାଙ୍କୁ” ଶବ୍ଦ ପ୍ରଧାନ ସେନାପତିଙ୍କୁ ବୁଝାଏ I # Paul's sister's son ପାଉଲଙ୍କ ଭଉଣୀଙ୍କ ପୁତ୍ର କିମ୍ବା “ପାଉଲଙ୍କ ଭଣଜା” # they were lying in wait ସେମାନେ ପାଉଲଙ୍କୁ ଅତର୍କିତ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲେ କିମ୍ବା “ସେମାନେ ପାଉଲଙ୍କୁ ବଧ କରିବାକୁ ଅପେକ୍ଷା କରୁଥିଲେ” # the fortress ଏହି ଗଡ଼ ମନ୍ଦିରର ବାହାର ପ୍ରାଙ୍ଗଣକୁ ଲାଗି ରହିଥିଲା I [ପ୍ରେରିତ ୨୧:୩୪](../21/34.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I