or_tn/act/21/34.md

1.3 KiB

and others another

“ଚିତ୍କାର କରୁଥିଲେ” ଶବ୍ଦଗୁଡିକୁ ପୂର୍ବବର୍ତ୍ତୀ ବାକ୍ୟାଂଶରୁ ବୁଝିହୁଏ I ବିକଳ୍ପ ଅନୁବାଦ: “ଆଉ ପରସ୍ପରକୁ ଚିତ୍କାର କରୁଥିଲେ” କିମ୍ବା “ଆଉ ଭିଡ ମଧ୍ୟରେ ଥିବା ଅନ୍ୟମାନେ ଅନ୍ୟ କିଛି କହି ଚିତ୍କାର କରୁଥିଲେ” (ଦେଖ: rc://*/ta/man/translate/figs-ellipsis)

the captain

ଏ ଜଣେ ସୈନ୍ୟ ଅଧିକାରୀ କିମ୍ବା ପ୍ରାୟ ୬୦୦ ଜଣ ସୈନ୍ୟମାନଙ୍କ ଉପରେ ଜଣେ ନେତା

he ordered that Paul be brought

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ""ପାଉଲଙ୍କୁ ଆଣିବା ପାଇଁ ସେ ତାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: rc://*/ta/man/translate/figs-activepassive)

into the fortress

ଏହି ଗଡ଼ଟି ମନ୍ଦିରର ବାହାର ପ୍ରାଙ୍ଗଣ ସହିତ ଲାଗି ରହିଥିଲା I