or_tn/act/22/30.md

913 B

General Information:

ଏଠାରେ “ସେ” ଶବ୍ଦଟି ପ୍ରଧାନ ସେନାପତିକୁ ବୁଝାଏ I

chief captain

ପ୍ରାୟ ୬୦୦ ଜଣ ସୈନ୍ୟ ଉପରେ ଅଧିକାରୀ

So he untied his bonds

ସମ୍ଭବତଃ “ପ୍ରଧାନ ସେନାପତି” ପ୍ରଧାନ ସେନାପତିଙ୍କ ସୈନ୍ୟମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେଥିପାଇଁ ପ୍ରଧାନ ସେନାପତି ପାଉଲଙ୍କର ବନ୍ଧନ ଖୋଲିଦେବାକୁ ତାହାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: rc://*/ta/man/translate/figs-metonymy)

he brought Paul down

ଗଡ଼ରୁ ମନ୍ଦିର ପ୍ରାଙ୍ଗଣକୁ ଗୋଟିଏ ସିଡି ଲାଗିଥିଲା I