or_tn/act/22/30.md

16 lines
913 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ସେ” ଶବ୍ଦଟି ପ୍ରଧାନ ସେନାପତିକୁ ବୁଝାଏ I
# chief captain
ପ୍ରାୟ ୬୦୦ ଜଣ ସୈନ୍ୟ ଉପରେ ଅଧିକାରୀ
# So he untied his bonds
ସମ୍ଭବତଃ “ପ୍ରଧାନ ସେନାପତି” ପ୍ରଧାନ ସେନାପତିଙ୍କ ସୈନ୍ୟମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେଥିପାଇଁ ପ୍ରଧାନ ସେନାପତି ପାଉଲଙ୍କର ବନ୍ଧନ ଖୋଲିଦେବାକୁ ତାହାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: [[rc://*/ta/man/translate/figs-metonymy]])
# he brought Paul down
ଗଡ଼ରୁ ମନ୍ଦିର ପ୍ରାଙ୍ଗଣକୁ ଗୋଟିଏ ସିଡି ଲାଗିଥିଲା I