# General Information: ଏଠାରେ “ସେ” ଶବ୍ଦଟି ପ୍ରଧାନ ସେନାପତିକୁ ବୁଝାଏ I # chief captain ପ୍ରାୟ ୬୦୦ ଜଣ ସୈନ୍ୟ ଉପରେ ଅଧିକାରୀ # So he untied his bonds ସମ୍ଭବତଃ “ପ୍ରଧାନ ସେନାପତି” ପ୍ରଧାନ ସେନାପତିଙ୍କ ସୈନ୍ୟମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେଥିପାଇଁ ପ୍ରଧାନ ସେନାପତି ପାଉଲଙ୍କର ବନ୍ଧନ ଖୋଲିଦେବାକୁ ତାହାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: [[rc://*/ta/man/translate/figs-metonymy]]) # he brought Paul down ଗଡ଼ରୁ ମନ୍ଦିର ପ୍ରାଙ୍ଗଣକୁ ଗୋଟିଏ ସିଡି ଲାଗିଥିଲା I