or_tn/act/22/24.md

1.9 KiB

chief captain

ଜଣେ ରୋମୀୟ ସୈନ୍ୟ ଅଧିକାରୀ କିମ୍ବା ପ୍ରାୟ ୬୦୦ ଜଣ ସୈନ୍ୟମାନଙ୍କ ଉପରେ ନେତା

commanded Paul to be brought

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପାଉଲଙ୍କୁ ଆଣିବାପାଇଁ ତାହାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: rc://*/ta/man/translate/figs-activepassive)

the fortress

ଏହି ଗଡ଼ ମନ୍ଦିରର ବାହାର ପ୍ରାଙ୍ଗଣ ସହିତ ଲାଗି ରହିଥିଲା I ପ୍ରେରିତ ୨୧:୩୪ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

He ordered that he should be questioned with scourging

ସେନାପତି ପାଉଲଙ୍କୁ କୋରଡା ପ୍ରହାର ଦ୍ବାରା ତାହାଙ୍କୁ ନିର୍ଯାତନା ଦେବାପାଇଁ ଚାହୁଁଛନ୍ତି ଯେପରି ସେ ସତ କହିବେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପାଉଲଙ୍କୁ ସତ କହିବାକୁ ବାଧ୍ୟ କରିବା ନିମନ୍ତେ ତାଙ୍କୁ କୋରଡା ପ୍ରହାର କରିବାକୁ ସେ ତାହାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-explicit]])

that he himself

“ସେ ନିଜେ” ଶବ୍ଦ ଗୁରୁତ୍ବ ବଢାଇବା ପାଇଁ ବ୍ୟବହାର କରାଯାଇଛି I (ଦେଖ: rc://*/ta/man/translate/figs-rpronouns)