or_tn/act/22/24.md

20 lines
1.9 KiB
Markdown

# chief captain
ଜଣେ ରୋମୀୟ ସୈନ୍ୟ ଅଧିକାରୀ କିମ୍ବା ପ୍ରାୟ ୬୦୦ ଜଣ ସୈନ୍ୟମାନଙ୍କ ଉପରେ ନେତା
# commanded Paul to be brought
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପାଉଲଙ୍କୁ ଆଣିବାପାଇଁ ତାହାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: [[rc://*/ta/man/translate/figs-activepassive]])
# the fortress
ଏହି ଗଡ଼ ମନ୍ଦିରର ବାହାର ପ୍ରାଙ୍ଗଣ ସହିତ ଲାଗି ରହିଥିଲା I [ପ୍ରେରିତ ୨୧:୩୪](../21/34.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
# He ordered that he should be questioned with scourging
ସେନାପତି ପାଉଲଙ୍କୁ କୋରଡା ପ୍ରହାର ଦ୍ବାରା ତାହାଙ୍କୁ ନିର୍ଯାତନା ଦେବାପାଇଁ ଚାହୁଁଛନ୍ତି ଯେପରି ସେ ସତ କହିବେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପାଉଲଙ୍କୁ ସତ କହିବାକୁ ବାଧ୍ୟ କରିବା ନିମନ୍ତେ ତାଙ୍କୁ କୋରଡା ପ୍ରହାର କରିବାକୁ ସେ ତାହାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-explicit]])
# that he himself
“ସେ ନିଜେ” ଶବ୍ଦ ଗୁରୁତ୍ବ ବଢାଇବା ପାଇଁ ବ୍ୟବହାର କରାଯାଇଛି I (ଦେଖ: [[rc://*/ta/man/translate/figs-rpronouns]])