or_tn/act/22/19.md

16 lines
946 B
Markdown

# General Information:
ଏଠାରେ “ସେମାନେ” ଶବ୍ଦ ଯିରୂଶାଲମରେ ବାସ କରୁଥିବା ଅବିଶ୍ବାସୀ ଯିହୂଦୀମାନଙ୍କୁ ବୁଝାଏ I
# Connecting Statement:
ଗଡ଼ ନିକଟରେ ଯିହୂଦୀ ଲୋକମାନଙ୍କର ଭିଡକୁ ପାଉଲ ଯାହା କହିବାକୁ ସମର୍ଥ ଥିଲେ, ତାହା ଏଠାରେ ଶେଷ ହେଉଛି I
# they themselves know
“ସେମାନେ ନିଜେ” ଶବ୍ଦ ଗୁରୁତ୍ବ ଦେବାପାଇଁ ବ୍ୟବହାର କରାଯାଇଛି I (ଦେଖ: [[rc://*/ta/man/translate/figs-rpronouns]])
# in every synagogue
ପାଉଲ ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ଯିହୂଦୀ ଲୋକମାନଙ୍କୁ ଖୋଜିବାପାଇଁ ସମାଜଗୃହକୁ ଗଲେ I