# General Information: ଏଠାରେ “ସେମାନେ” ଶବ୍ଦ ଯିରୂଶାଲମରେ ବାସ କରୁଥିବା ଅବିଶ୍ବାସୀ ଯିହୂଦୀମାନଙ୍କୁ ବୁଝାଏ I # Connecting Statement: ଗଡ଼ ନିକଟରେ ଯିହୂଦୀ ଲୋକମାନଙ୍କର ଭିଡକୁ ପାଉଲ ଯାହା କହିବାକୁ ସମର୍ଥ ଥିଲେ, ତାହା ଏଠାରେ ଶେଷ ହେଉଛି I # they themselves know “ସେମାନେ ନିଜେ” ଶବ୍ଦ ଗୁରୁତ୍ବ ଦେବାପାଇଁ ବ୍ୟବହାର କରାଯାଇଛି I (ଦେଖ: [[rc://*/ta/man/translate/figs-rpronouns]]) # in every synagogue ପାଉଲ ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ଯିହୂଦୀ ଲୋକମାନଙ୍କୁ ଖୋଜିବାପାଇଁ ସମାଜଗୃହକୁ ଗଲେ I