or_tn/act/22/19.md

946 B

General Information:

ଏଠାରେ “ସେମାନେ” ଶବ୍ଦ ଯିରୂଶାଲମରେ ବାସ କରୁଥିବା ଅବିଶ୍ବାସୀ ଯିହୂଦୀମାନଙ୍କୁ ବୁଝାଏ I

Connecting Statement:

ଗଡ଼ ନିକଟରେ ଯିହୂଦୀ ଲୋକମାନଙ୍କର ଭିଡକୁ ପାଉଲ ଯାହା କହିବାକୁ ସମର୍ଥ ଥିଲେ, ତାହା ଏଠାରେ ଶେଷ ହେଉଛି I

they themselves know

“ସେମାନେ ନିଜେ” ଶବ୍ଦ ଗୁରୁତ୍ବ ଦେବାପାଇଁ ବ୍ୟବହାର କରାଯାଇଛି I (ଦେଖ: rc://*/ta/man/translate/figs-rpronouns)

in every synagogue

ପାଉଲ ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ଯିହୂଦୀ ଲୋକମାନଙ୍କୁ ଖୋଜିବାପାଇଁ ସମାଜଗୃହକୁ ଗଲେ I