or_tn/act/22/17.md

12 lines
1.1 KiB
Markdown

# Connecting Statement:
ପାଉଲ ଆପଣା ଯୀଶୁଙ୍କ ଦର୍ଶନ ବିଷୟରେ ଲୋକମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I
# it happened that
ଘଟଣାଟି କେଉଁଠି ଆରମ୍ଭ ହୋଇଛି, ତାକୁ ଚିହ୍ନଟ କରିବାପାଇଁ ଏହି ବାକ୍ୟାଂଶଟି ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଥାଏ, ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ପାଇଁ ଚିନ୍ତା କରିପାର I
# I was given a vision
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଗୋଟିଏ ଦର୍ଶନ ପାଇଲି” କିମ୍ବା “ଇଶ୍ବର ମୋତେ ଗୋଟିଏ ଦର୍ଶନ ଦେଲେ” (ଦେଖ: [[rc://*/ta/man/translate/figs-activepassive]])