or_tn/act/22/17.md

1.1 KiB

Connecting Statement:

ପାଉଲ ଆପଣା ଯୀଶୁଙ୍କ ଦର୍ଶନ ବିଷୟରେ ଲୋକମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I

it happened that

ଘଟଣାଟି କେଉଁଠି ଆରମ୍ଭ ହୋଇଛି, ତାକୁ ଚିହ୍ନଟ କରିବାପାଇଁ ଏହି ବାକ୍ୟାଂଶଟି ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଥାଏ, ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ପାଇଁ ଚିନ୍ତା କରିପାର I

I was given a vision

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଗୋଟିଏ ଦର୍ଶନ ପାଇଲି” କିମ୍ବା “ଇଶ୍ବର ମୋତେ ଗୋଟିଏ ଦର୍ଶନ ଦେଲେ” (ଦେଖ: rc://*/ta/man/translate/figs-activepassive)