# Connecting Statement: ପାଉଲ ଆପଣା ଯୀଶୁଙ୍କ ଦର୍ଶନ ବିଷୟରେ ଲୋକମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I # it happened that ଘଟଣାଟି କେଉଁଠି ଆରମ୍ଭ ହୋଇଛି, ତାକୁ ଚିହ୍ନଟ କରିବାପାଇଁ ଏହି ବାକ୍ୟାଂଶଟି ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଥାଏ, ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ପାଇଁ ଚିନ୍ତା କରିପାର I # I was given a vision ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଗୋଟିଏ ଦର୍ଶନ ପାଇଲି” କିମ୍ବା “ଇଶ୍ବର ମୋତେ ଗୋଟିଏ ଦର୍ଶନ ଦେଲେ” (ଦେଖ: [[rc://*/ta/man/translate/figs-activepassive]])