or_tn/act/22/14.md

1.1 KiB

General Information:

“ସେ” ଶବ୍ଦଟି ହନନିୟଙ୍କୁ ବୁଝାଏ (ପ୍ରେରିତ ୨୧:୧୨) I

Connecting Statement:

ପାଉଲ ଦମ୍ମେସକରେ ତାଙ୍କ ପ୍ରତି କ’ଣ ଘଟିଲା ତାହା କହିବା ଶେଷ କରୁଛନ୍ତି I ହନନିୟ ତାଙ୍କୁ ଯାହା କହିଲେ, ସେ ତାହା ଉଦ୍ଧୃତ କରୁଛନ୍ତି I ଏହା ଏବେ ସୁଦ୍ଧା ସେ ଯିରୂଶାଲମରେ ଲୋକମାନଙ୍କୁ କହିଥିବା ତାଙ୍କ କଥାର ଅଂଶ ଅଟେ I

his will

ଯାହା ଇଶ୍ବର ଯୋଜନା କରୁଛନ୍ତି ଓ ଘଟାଇବେ

to hear the voice coming from his own mouth

ଉଭୟ “ସ୍ବର” ଓ “ମୁଖ” କହୁଥିବା ବ୍ୟକ୍ତିଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ତୁମ୍ଭକୁ ପ୍ରତ୍ୟକ୍ଷଭାବରେ କଥା କହିବାର ଶୁଣିବା” (ଦେଖ: rc://*/ta/man/translate/figs-synecdoche)