or_tn/act/22/14.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
“ସେ” ଶବ୍ଦଟି ହନନିୟଙ୍କୁ ବୁଝାଏ ([ପ୍ରେରିତ ୨୧:୧୨](../22/12.md)) I
# Connecting Statement:
ପାଉଲ ଦମ୍ମେସକରେ ତାଙ୍କ ପ୍ରତି କ’ଣ ଘଟିଲା ତାହା କହିବା ଶେଷ କରୁଛନ୍ତି I ହନନିୟ ତାଙ୍କୁ ଯାହା କହିଲେ, ସେ ତାହା ଉଦ୍ଧୃତ କରୁଛନ୍ତି I ଏହା ଏବେ ସୁଦ୍ଧା ସେ ଯିରୂଶାଲମରେ ଲୋକମାନଙ୍କୁ କହିଥିବା ତାଙ୍କ କଥାର ଅଂଶ ଅଟେ I
# his will
ଯାହା ଇଶ୍ବର ଯୋଜନା କରୁଛନ୍ତି ଓ ଘଟାଇବେ
# to hear the voice coming from his own mouth
ଉଭୟ “ସ୍ବର” ଓ “ମୁଖ” କହୁଥିବା ବ୍ୟକ୍ତିଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ତୁମ୍ଭକୁ ପ୍ରତ୍ୟକ୍ଷଭାବରେ କଥା କହିବାର ଶୁଣିବା” (ଦେଖ: [[rc://*/ta/man/translate/figs-synecdoche]])