or_tn/act/22/13.md

950 B

Brother Saul

ଏଠାରେ “ଭାଇ” ବୋଲି ଜଣକୁ ସମ୍ବୋଧନ କରିବା ଶିଷ୍ଟାଚାରର ପରିଚୟ I ବିକଳ୍ପ ଅନୁବାଦ: “ମୋର ବନ୍ଧୁ ଶାଉଲ”

receive your sight

“ଦୃଷ୍ଟି” କୁ “ଦେଖିବା” କ୍ରିୟାରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଥରେ ଦେଖ” (ଦେଖ: rc://*/ta/man/translate/figs-abstractnouns)

In that very hour

କିଛି ଗୋଟେ ଏହି କ୍ଷଣି ଘଟିଛି ବୋଲି କହିବାର ଏହା ଏକ ପ୍ରଥାଗତ ଉପାୟ I ବିକଳ୍ପ ଅନୁବାଦ: “ସେହି କ୍ଷଣି” କିମ୍ବା “ସଙ୍ଗେ ସଙ୍ଗେ” କିଅବା “ତତ୍ କ୍ଷଣାତ୍” (ଦେଖ: rc://*/ta/man/translate/figs-idiom)