# Brother Saul ଏଠାରେ “ଭାଇ” ବୋଲି ଜଣକୁ ସମ୍ବୋଧନ କରିବା ଶିଷ୍ଟାଚାରର ପରିଚୟ I ବିକଳ୍ପ ଅନୁବାଦ: “ମୋର ବନ୍ଧୁ ଶାଉଲ” # receive your sight “ଦୃଷ୍ଟି” କୁ “ଦେଖିବା” କ୍ରିୟାରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଥରେ ଦେଖ” (ଦେଖ: [[rc://*/ta/man/translate/figs-abstractnouns]]) # In that very hour କିଛି ଗୋଟେ ଏହି କ୍ଷଣି ଘଟିଛି ବୋଲି କହିବାର ଏହା ଏକ ପ୍ରଥାଗତ ଉପାୟ I ବିକଳ୍ପ ଅନୁବାଦ: “ସେହି କ୍ଷଣି” କିମ୍ବା “ସଙ୍ଗେ ସଙ୍ଗେ” କିଅବା “ତତ୍ କ୍ଷଣାତ୍” (ଦେଖ: [[rc://*/ta/man/translate/figs-idiom]])