or_tn/act/22/13.md

12 lines
950 B
Markdown
Raw Permalink Normal View History

2020-11-19 00:15:53 +00:00
# Brother Saul
ଏଠାରେ “ଭାଇ” ବୋଲି ଜଣକୁ ସମ୍ବୋଧନ କରିବା ଶିଷ୍ଟାଚାରର ପରିଚୟ I ବିକଳ୍ପ ଅନୁବାଦ: “ମୋର ବନ୍ଧୁ ଶାଉଲ”
# receive your sight
“ଦୃଷ୍ଟି” କୁ “ଦେଖିବା” କ୍ରିୟାରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଥରେ ଦେଖ” (ଦେଖ: [[rc://*/ta/man/translate/figs-abstractnouns]])
# In that very hour
କିଛି ଗୋଟେ ଏହି କ୍ଷଣି ଘଟିଛି ବୋଲି କହିବାର ଏହା ଏକ ପ୍ରଥାଗତ ଉପାୟ I ବିକଳ୍ପ ଅନୁବାଦ: “ସେହି କ୍ଷଣି” କିମ୍ବା “ସଙ୍ଗେ ସଙ୍ଗେ” କିଅବା “ତତ୍ କ୍ଷଣାତ୍” (ଦେଖ: [[rc://*/ta/man/translate/figs-idiom]])