or_tn/act/22/05.md

20 lines
1.2 KiB
Markdown

# can bear witness
ସାକ୍ଷ୍ୟ ଦେଇ ପାରିବି କିମ୍ବା “ତୁମ୍ଭମାନଙ୍କୁ କହିପାରିବି”
# I received letters from them
ମହାଯାଜକ ଓ ପ୍ରାଚୀନମାନେ ମୋତେ ପତ୍ର ଦେଲେ
# for the brothers in Damascus
ଏଠାରେ “ଭାଇମାନେ” ଶବ୍ଦ “ସହ-ଯିହୂଦୀମାନଙ୍କୁ” ବୁଝାଏ I
# to bring them back in bonds to Jerusalem
ସେମାନେ ମୋତେ ଏହି ମାର୍ଗର ଲୋକମାନଙ୍କୁ ବାନ୍ଧି ଯିରୂଶାଲମକୁ ଆଣିବା ନିମନ୍ତେ ଆଦେଶ ଦେଇଥିଲେ
# in order for them to be punished
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ସେମାନେ ଦଣ୍ଡ ପାଆନ୍ତି” କିମ୍ବା “ଯେପରି ଯିହୂଦୀ ଅଧିକାରୀମାନେ ସେମାନଙ୍କୁ ଦଣ୍ଡ ଦିଅନ୍ତି” (ଦେଖ: [[rc://*/ta/man/translate/figs-activepassive]])