or_tn/act/22/05.md

1.2 KiB

can bear witness

ସାକ୍ଷ୍ୟ ଦେଇ ପାରିବି କିମ୍ବା “ତୁମ୍ଭମାନଙ୍କୁ କହିପାରିବି”

I received letters from them

ମହାଯାଜକ ଓ ପ୍ରାଚୀନମାନେ ମୋତେ ପତ୍ର ଦେଲେ

for the brothers in Damascus

ଏଠାରେ “ଭାଇମାନେ” ଶବ୍ଦ “ସହ-ଯିହୂଦୀମାନଙ୍କୁ” ବୁଝାଏ I

to bring them back in bonds to Jerusalem

ସେମାନେ ମୋତେ ଏହି ମାର୍ଗର ଲୋକମାନଙ୍କୁ ବାନ୍ଧି ଯିରୂଶାଲମକୁ ଆଣିବା ନିମନ୍ତେ ଆଦେଶ ଦେଇଥିଲେ

in order for them to be punished

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ସେମାନେ ଦଣ୍ଡ ପାଆନ୍ତି” କିମ୍ବା “ଯେପରି ଯିହୂଦୀ ଅଧିକାରୀମାନେ ସେମାନଙ୍କୁ ଦଣ୍ଡ ଦିଅନ୍ତି” (ଦେଖ: rc://*/ta/man/translate/figs-activepassive)