# can bear witness ସାକ୍ଷ୍ୟ ଦେଇ ପାରିବି କିମ୍ବା “ତୁମ୍ଭମାନଙ୍କୁ କହିପାରିବି” # I received letters from them ମହାଯାଜକ ଓ ପ୍ରାଚୀନମାନେ ମୋତେ ପତ୍ର ଦେଲେ # for the brothers in Damascus ଏଠାରେ “ଭାଇମାନେ” ଶବ୍ଦ “ସହ-ଯିହୂଦୀମାନଙ୍କୁ” ବୁଝାଏ I # to bring them back in bonds to Jerusalem ସେମାନେ ମୋତେ ଏହି ମାର୍ଗର ଲୋକମାନଙ୍କୁ ବାନ୍ଧି ଯିରୂଶାଲମକୁ ଆଣିବା ନିମନ୍ତେ ଆଦେଶ ଦେଇଥିଲେ # in order for them to be punished ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ସେମାନେ ଦଣ୍ଡ ପାଆନ୍ତି” କିମ୍ବା “ଯେପରି ଯିହୂଦୀ ଅଧିକାରୀମାନେ ସେମାନଙ୍କୁ ଦଣ୍ଡ ଦିଅନ୍ତି” (ଦେଖ: [[rc://*/ta/man/translate/figs-activepassive]])