or_tn/act/22/03.md

2.7 KiB

but educated in this city at the feet of Gamaliel

ଏହାକୁ କର୍ତ୍ତୃବାଚ୍ୟରେ କୁହା ଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ମୁଁ ଏଠାରେ ଯିରୂଶାଲମରେ ଗୁରୁ ଗମଲୀୟେଲଙ୍କର ଜଣେ ଛାତ୍ର ଥିଲି” (ଦେଖ: rc://*/ta/man/translate/figs-activepassive)

at the feet of Gamaliel

ଏଠାରେ “ଚରଣ” ଜଣେ ଛାତ୍ର ଜଣେ ଶିକ୍ଷକଙ୍କଠାରୁ ଶିକ୍ଷା କରିବା ସମୟରେ ବସୁଥିବା ସ୍ଥାନକୁ ବୁଝାଏ I ବିକଳ୍ପ ଅନୁବାଦ: “ଗମଲୀୟେଲଙ୍କ ଦ୍ବାରା” (ଦେଖ: rc://*/ta/man/translate/figs-metonymy)

Gamaliel

ଗମଲୀୟେଲ ଯିହୂଦୀ ବ୍ୟବସ୍ଥାର ଜଣେ ଅତି ପ୍ରଖ୍ୟାତ ଶିକ୍ଷକ ଥିଲେ I ପ୍ରେରିତ ୫:୩୪ରେ ତୁମେ ଏହି ନାମକୁ କିପରି ଅନୁବାଦ କଲ ତାହା ଦେଖ I

I was instructed according to the strict ways of the law of our fathers

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭ ପିତୃପୁରୁଷମାନଙ୍କର ପ୍ରତ୍ୟେକ ବ୍ୟବସ୍ଥା କିପରି ପାଳନ କରିବାକୁ ହେବ, ତାହା ସେ ମୋତେ ଶିକ୍ଷା ଦେଲେ” କିମ୍ବା “ମୁଁ ଶିକ୍ଷା ପାଇଥିବା ଆମ୍ଭ ପିତୃପୁରୁଷମାନଙ୍କ ବ୍ୟବସ୍ଥାର ପ୍ରତ୍ୟେକ ବିଷୟ ସୂକ୍ଷ୍ମଭାବରେ ପାଳନ କଲି” (ଦେଖ: rc://*/ta/man/translate/figs-activepassive)

law of our fathers

ଆମ୍ଭ ପିତୃପୁରୁଷମାନଙ୍କ ବ୍ୟବସ୍ଥା I ଏହା ମୋଶାଙ୍କ ଦ୍ବାରା ଇଶ୍ରାୟେଲ ଲୋକମାନଙ୍କୁ ଇଶ୍ବର ଦେଇଥିବା ବ୍ୟବସ୍ଥାକୁ ବୁଝାଏ I

I am zealous for God

ମୁଁ ଈଶ୍ବରଙ୍କ ଆଜ୍ଞାପାଳନ କରିବାକୁ ସମ୍ପୂର୍ଣ୍ଣଭାବରେ ସମର୍ପିତ ଅଟେ କିମ୍ବା “ମୁଁ ଈଶ୍ବରଙ୍କ ପ୍ରତି ମୋର ସେବା ବିଷୟରେ ଉଦ୍ଯୋଗୀ ଅଟେ”

just as all of you are today

ଆପଣମାନେ ସମସ୍ତେ ଆଜି ଯେପରି I ପାଉଲ ଲୋକମାନଙ୍କ ସହିତ ଆପଣାକୁ ତୁଳନା କରୁଛନ୍ତି I