# but educated in this city at the feet of Gamaliel ଏହାକୁ କର୍ତ୍ତୃବାଚ୍ୟରେ କୁହା ଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ମୁଁ ଏଠାରେ ଯିରୂଶାଲମରେ ଗୁରୁ ଗମଲୀୟେଲଙ୍କର ଜଣେ ଛାତ୍ର ଥିଲି” (ଦେଖ: [[rc://*/ta/man/translate/figs-activepassive]]) # at the feet of Gamaliel ଏଠାରେ “ଚରଣ” ଜଣେ ଛାତ୍ର ଜଣେ ଶିକ୍ଷକଙ୍କଠାରୁ ଶିକ୍ଷା କରିବା ସମୟରେ ବସୁଥିବା ସ୍ଥାନକୁ ବୁଝାଏ I ବିକଳ୍ପ ଅନୁବାଦ: “ଗମଲୀୟେଲଙ୍କ ଦ୍ବାରା” (ଦେଖ: [[rc://*/ta/man/translate/figs-metonymy]]) # Gamaliel ଗମଲୀୟେଲ ଯିହୂଦୀ ବ୍ୟବସ୍ଥାର ଜଣେ ଅତି ପ୍ରଖ୍ୟାତ ଶିକ୍ଷକ ଥିଲେ I [ପ୍ରେରିତ ୫:୩୪](../05/34.md)ରେ ତୁମେ ଏହି ନାମକୁ କିପରି ଅନୁବାଦ କଲ ତାହା ଦେଖ I # I was instructed according to the strict ways of the law of our fathers ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭ ପିତୃପୁରୁଷମାନଙ୍କର ପ୍ରତ୍ୟେକ ବ୍ୟବସ୍ଥା କିପରି ପାଳନ କରିବାକୁ ହେବ, ତାହା ସେ ମୋତେ ଶିକ୍ଷା ଦେଲେ” କିମ୍ବା “ମୁଁ ଶିକ୍ଷା ପାଇଥିବା ଆମ୍ଭ ପିତୃପୁରୁଷମାନଙ୍କ ବ୍ୟବସ୍ଥାର ପ୍ରତ୍ୟେକ ବିଷୟ ସୂକ୍ଷ୍ମଭାବରେ ପାଳନ କଲି” (ଦେଖ: [[rc://*/ta/man/translate/figs-activepassive]]) # law of our fathers ଆମ୍ଭ ପିତୃପୁରୁଷମାନଙ୍କ ବ୍ୟବସ୍ଥା I ଏହା ମୋଶାଙ୍କ ଦ୍ବାରା ଇଶ୍ରାୟେଲ ଲୋକମାନଙ୍କୁ ଇଶ୍ବର ଦେଇଥିବା ବ୍ୟବସ୍ଥାକୁ ବୁଝାଏ I # I am zealous for God ମୁଁ ଈଶ୍ବରଙ୍କ ଆଜ୍ଞାପାଳନ କରିବାକୁ ସମ୍ପୂର୍ଣ୍ଣଭାବରେ ସମର୍ପିତ ଅଟେ କିମ୍ବା “ମୁଁ ଈଶ୍ବରଙ୍କ ପ୍ରତି ମୋର ସେବା ବିଷୟରେ ଉଦ୍ଯୋଗୀ ଅଟେ” # just as all of you are today ଆପଣମାନେ ସମସ୍ତେ ଆଜି ଯେପରି I ପାଉଲ ଲୋକମାନଙ୍କ ସହିତ ଆପଣାକୁ ତୁଳନା କରୁଛନ୍ତି I