or_tn/act/05/34.md

1.1 KiB

Gamaliel, a teacher of the law, who was honored by all the people

ଲୂକ ଗମଲୀୟେଲଙ୍କର ପରିଚୟ ଦିଅନ୍ତି ଓ ତାହାଙ୍କ ପ୍ରୁଷ୍ଠଭୂମିର ସୂଚନା ଦିଅନ୍ତି I (ଦେଖ: [[rc:///ta/man/translate/writing-participants]] ଓ [[rc:///ta/man/translate/writing-background]])

who was honored by all the people

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ସମସ୍ତେ ସମ୍ମାନ କରୁଥିଲେ” (See: rc://*/ta/man/translate/figs-activepassive)

commanded the apostles to be taken outside

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କୁ ବାହାରକୁ ନେଇଯିବାପାଇଁ ପ୍ରହରୀମାନଙ୍କୁ ଆଦେଶ ଦେଲେ” (ଦେଖ: rc://*/ta/man/translate/figs-activepassive)