or_tn/act/05/34.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Gamaliel, a teacher of the law, who was honored by all the people
ଲୂକ ଗମଲୀୟେଲଙ୍କର ପରିଚୟ ଦିଅନ୍ତି ଓ ତାହାଙ୍କ ପ୍ରୁଷ୍ଠଭୂମିର ସୂଚନା ଦିଅନ୍ତି I (ଦେଖ: [[rc://*/ta/man/translate/writing-participants]] ଓ [[rc://*/ta/man/translate/writing-background]])
# who was honored by all the people
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ସମସ୍ତେ ସମ୍ମାନ କରୁଥିଲେ” (See: [[rc://*/ta/man/translate/figs-activepassive]])
# commanded the apostles to be taken outside
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କୁ ବାହାରକୁ ନେଇଯିବାପାଇଁ ପ୍ରହରୀମାନଙ୍କୁ ଆଦେଶ ଦେଲେ” (ଦେଖ: [[rc://*/ta/man/translate/figs-activepassive]])