or_tn/act/21/33.md

20 lines
1.2 KiB
Markdown

# laid hold of Paul
ପାଉଲଙ୍କୁ ଧରିଲେ କିମ୍ବା “ପାଉଲଙ୍କୁ ବାନ୍ଧିଲେ”
# commanded him to be bound
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କୁ ବାନ୍ଧିବାପାଇଁ ତାହାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: [[rc://*/ta/man/translate/figs-activepassive]])
# with two chains
ଏହାର ଅର୍ଥ ସେମାନେ ପାଉଲଙ୍କୁ ତାଙ୍କ ଦୁଇ ପାଖରେ ଦୁଇ ଜଣ ସୈନ୍ୟ ସହିତ ବାନ୍ଧିଲେ I
# he asked who he was and what he had done.
ଏହାକୁ ଗୋଟିଏ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ‘ସେ ପଚାରିଲେ, ଏହି ଲୋକ କିଏ? ସେ କ’ଣ କରିଛି?” (ଦେଖ: [[rc://*/ta/man/translate/figs-quotations]])
# he asked who he was
ପ୍ରଧାନ ସେନାପତି ଜନଗହଳିକୁ କହୁଛନ୍ତି, ପାଉଲଙ୍କୁ ନୁହେଁ I