# laid hold of Paul ପାଉଲଙ୍କୁ ଧରିଲେ କିମ୍ବା “ପାଉଲଙ୍କୁ ବାନ୍ଧିଲେ” # commanded him to be bound ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କୁ ବାନ୍ଧିବାପାଇଁ ତାହାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: [[rc://*/ta/man/translate/figs-activepassive]]) # with two chains ଏହାର ଅର୍ଥ ସେମାନେ ପାଉଲଙ୍କୁ ତାଙ୍କ ଦୁଇ ପାଖରେ ଦୁଇ ଜଣ ସୈନ୍ୟ ସହିତ ବାନ୍ଧିଲେ I # he asked who he was and what he had done. ଏହାକୁ ଗୋଟିଏ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ‘ସେ ପଚାରିଲେ, ଏହି ଲୋକ କିଏ? ସେ କ’ଣ କରିଛି?” (ଦେଖ: [[rc://*/ta/man/translate/figs-quotations]]) # he asked who he was ପ୍ରଧାନ ସେନାପତି ଜନଗହଳିକୁ କହୁଛନ୍ତି, ପାଉଲଙ୍କୁ ନୁହେଁ I