or_tn/act/21/33.md

1.2 KiB

laid hold of Paul

ପାଉଲଙ୍କୁ ଧରିଲେ କିମ୍ବା “ପାଉଲଙ୍କୁ ବାନ୍ଧିଲେ”

commanded him to be bound

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କୁ ବାନ୍ଧିବାପାଇଁ ତାହାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: rc://*/ta/man/translate/figs-activepassive)

with two chains

ଏହାର ଅର୍ଥ ସେମାନେ ପାଉଲଙ୍କୁ ତାଙ୍କ ଦୁଇ ପାଖରେ ଦୁଇ ଜଣ ସୈନ୍ୟ ସହିତ ବାନ୍ଧିଲେ I

he asked who he was and what he had done.

ଏହାକୁ ଗୋଟିଏ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ‘ସେ ପଚାରିଲେ, ଏହି ଲୋକ କିଏ? ସେ କ’ଣ କରିଛି?” (ଦେଖ: rc://*/ta/man/translate/figs-quotations)

he asked who he was

ପ୍ରଧାନ ସେନାପତି ଜନଗହଳିକୁ କହୁଛନ୍ତି, ପାଉଲଙ୍କୁ ନୁହେଁ I