or_tn/act/21/32.md

602 B

General Information:

ପ୍ରଥମ “ସେ” ଓ ଅନ୍ୟ “ସେ” ଶବ୍ଦ ପ୍ରେରିତ ୨୧:୩୧ରେ ଉଲ୍ଲେଖଥିବା ଜଗୁଆଳୀ ମାନଙ୍କର ପ୍ରଧାନ ସେନାପତିଙ୍କୁ ବୁଝାଏ I

ran down

ଗଡ଼ ଉପରୁ ପ୍ରାଙ୍ଗଣ ତଳକୁ ସିଡି ଲାଗିଥିଲା I

the chief captain

ଜଣେ ରୋମୀୟ ସୈନ୍ୟ ଅଧିକାରୀ କିମ୍ବା ୬୦୦ ଜଣ ସୈନ୍ୟମାନଙ୍କ ଉପରେ ଜଣେ ନେତା