# General Information: ପ୍ରଥମ “ସେ” ଓ ଅନ୍ୟ “ସେ” ଶବ୍ଦ [ପ୍ରେରିତ ୨୧:୩୧](../21/31.md)ରେ ଉଲ୍ଲେଖଥିବା ଜଗୁଆଳୀ ମାନଙ୍କର ପ୍ରଧାନ ସେନାପତିଙ୍କୁ ବୁଝାଏ I # ran down ଗଡ଼ ଉପରୁ ପ୍ରାଙ୍ଗଣ ତଳକୁ ସିଡି ଲାଗିଥିଲା I # the chief captain ଜଣେ ରୋମୀୟ ସୈନ୍ୟ ଅଧିକାରୀ କିମ୍ବା ୬୦୦ ଜଣ ସୈନ୍ୟମାନଙ୍କ ଉପରେ ଜଣେ ନେତା