or_tn/act/21/31.md

1.6 KiB

news came up to the chief captain of the guard

ଏଠାରେ “ସମ୍ବାଦ” ସମ୍ବାଦ କହିବାପାଇଁ ଯାଇଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “କେହି ଜଣେ ଜଗୁଆଳୀମାନଙ୍କର ପ୍ରଧାନ ସେନାପତିଙ୍କୁ ସମ୍ବାଦ ଦେଲେ” (ଦେଖ: rc://*/ta/man/translate/figs-metonymy)

news came up to the chief captain

“ନିକଟକୁ ଆସିଲା” ବାକ୍ୟାଂଶ ବ୍ୟବହାର କରାଯାଇଛି, କାରଣ ପ୍ରଧାନ ସେନାପତି ମନ୍ଦିରକୁ ଲାଗିରହିଥିବା ଗୋଟିଏ ଗଡ଼ରେ ରହୁଥିଲେ ଯାହା ମନ୍ଦିର ପ୍ରାଙ୍ଗଣଠାରୁ ଉଚ୍ଚରେ ଥିଲା I

the chief captain

ଜଣେ ରୋମୀୟ ସୈନ୍ୟ ଅଧିକାରୀ କିମ୍ବା ୬୦୦ ସୈନ୍ୟମାନଙ୍କ ଉପରେ ନେତା

all Jerusalem was in an uproar

ଏଠାରେ “ଯିରୂଶାଲମ” ଶବ୍ଦଟି ଯିରୂଶାଲମର ଲୋକମାନଙ୍କୁ ବୁଝାଏ I “ସମୁଦାୟ” ଶବ୍ଦଟି ଏକ ବୃହତ୍ ଜନଗହଳି ବିଚଳିତ ଥିଲେ ବୋଲି ଦେଖାଇବାକୁ ଏକ ଅତିରଞ୍ଜନ I ବିକଳ୍ପ ଅନୁବାଦ: “ଯିରୂଶାଲମର ବହୁସଂଖ୍ୟକ ଲୋକ ଗଣ୍ଡଗୋଳରେ ଥିଲେ” (ଦେଖ: [[rc:///ta/man/translate/figs-hyperbole]] ଓ [[rc:///ta/man/translate/figs-metonymy]])