or_tn/act/21/08.md

475 B

one of the seven

“ସାତ” ପ୍ରେରିତ ୬:୫ରେ ଉଲ୍ଲେଖଥିବା ଲୋକମାନଙ୍କୁ ବୁଝାଏ ଯେଉଁମାନଙ୍କୁ ବିଧବାମାନଙ୍କୁ ଖାଦ୍ୟ ଓ ସାହାଯ୍ୟ ବିତରଣ କରିବାପାଇଁ ବଛାଯାଇଥିଲା I

evangelist

ଜଣେ ବ୍ୟକ୍ତି ଯେ ଲୋକମାନଙ୍କୁ ସୁସମାଚାର କହେ