or_tn/act/06/05.md

694 B

Their speech pleased the whole multitude

ସମସ୍ତ ଶିଷ୍ୟମାନେ ସେମାନଙ୍କର ପରାମର୍ଶ ଗ୍ରହଣ କଲେ

Stephen ... and Nicolaus

ଏ ଗୁଡ଼ିକ ଗ୍ରୀକ୍ ନାମ ଓ ସୂଚନା ଦିଏ ଯେ ଏହି ଲୋକମାନେ ଗ୍ରୀକ୍ ଭାଷାବାଦୀ ଯିହୂଦୀ ଗୋଷ୍ଠୀର ବିଶ୍ବାସୀମାନଙ୍କ ମଧ୍ୟରୁ ମନୋନୀତ ହୋଇଥିଲେ I (ଦେଖ: rc://*/ta/man/translate/figs-explicit)

proselyte

ଜଣେ ବିଜାତିୟ ଯେ କି ଯିହୂଦୀ ଧର୍ମାବଲମ୍ବୀ ହୋଇଥିଲେ