# Their speech pleased the whole multitude ସମସ୍ତ ଶିଷ୍ୟମାନେ ସେମାନଙ୍କର ପରାମର୍ଶ ଗ୍ରହଣ କଲେ # Stephen ... and Nicolaus ଏ ଗୁଡ଼ିକ ଗ୍ରୀକ୍ ନାମ ଓ ସୂଚନା ଦିଏ ଯେ ଏହି ଲୋକମାନେ ଗ୍ରୀକ୍ ଭାଷାବାଦୀ ଯିହୂଦୀ ଗୋଷ୍ଠୀର ବିଶ୍ବାସୀମାନଙ୍କ ମଧ୍ୟରୁ ମନୋନୀତ ହୋଇଥିଲେ I (ଦେଖ: [[rc://*/ta/man/translate/figs-explicit]]) # proselyte ଜଣେ ବିଜାତିୟ ଯେ କି ଯିହୂଦୀ ଧର୍ମାବଲମ୍ବୀ ହୋଇଥିଲେ