# one of the seven “ସାତ” [ପ୍ରେରିତ ୬:୫](../06/05.md)ରେ ଉଲ୍ଲେଖଥିବା ଲୋକମାନଙ୍କୁ ବୁଝାଏ ଯେଉଁମାନଙ୍କୁ ବିଧବାମାନଙ୍କୁ ଖାଦ୍ୟ ଓ ସାହାଯ୍ୟ ବିତରଣ କରିବାପାଇଁ ବଛାଯାଇଥିଲା I # evangelist ଜଣେ ବ୍ୟକ୍ତି ଯେ ଲୋକମାନଙ୍କୁ ସୁସମାଚାର କହେ