or_tn/act/21/07.md

16 lines
815 B
Markdown

# General Information:
ଏଠାରେ “ଆମ୍ଭେମାନେ” ଶବ୍ଦଟି ଲୂକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])
# Connecting Statement:
ଏହା କାଇସରିଆରେ ପାଉଲଙ୍କର ସମୟକୁ ଆରମ୍ଭ କରୁଛି I
# we arrived at Ptolemais
ପତଲମାଇ ଲେବାନନ୍ ର ସୋରର ଦକ୍ଷିଣରେ ଅବସ୍ଥିତ ଥିବା ଗୋଟିଏ ନଗର I (ଦେଖ: [[rc://*/ta/man/translate/translate-names]])
# the brothers
ସହ-ବିଶ୍ବାସୀଗଣ