# General Information: ଏଠାରେ “ଆମ୍ଭେମାନେ” ଶବ୍ଦଟି ଲୂକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]]) # Connecting Statement: ଏହା କାଇସରିଆରେ ପାଉଲଙ୍କର ସମୟକୁ ଆରମ୍ଭ କରୁଛି I # we arrived at Ptolemais ପତଲମାଇ ଲେବାନନ୍ ର ସୋରର ଦକ୍ଷିଣରେ ଅବସ୍ଥିତ ଥିବା ଗୋଟିଏ ନଗର I (ଦେଖ: [[rc://*/ta/man/translate/translate-names]]) # the brothers ସହ-ବିଶ୍ବାସୀଗଣ