or_tn/act/21/07.md

815 B

General Information:

ଏଠାରେ “ଆମ୍ଭେମାନେ” ଶବ୍ଦଟି ଲୂକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

Connecting Statement:

ଏହା କାଇସରିଆରେ ପାଉଲଙ୍କର ସମୟକୁ ଆରମ୍ଭ କରୁଛି I

we arrived at Ptolemais

ପତଲମାଇ ଲେବାନନ୍ ର ସୋରର ଦକ୍ଷିଣରେ ଅବସ୍ଥିତ ଥିବା ଗୋଟିଏ ନଗର I (ଦେଖ: rc://*/ta/man/translate/translate-names)

the brothers

ସହ-ବିଶ୍ବାସୀଗଣ