or_tn/act/20/22.md

12 lines
613 B
Markdown

# General Information:
ଏଠାରେ “ମୁଁ” ଶବ୍ଦ ପାଉଲଙ୍କୁ ବୁଝାଏ I
# compelled by the Spirit
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଆତ୍ମା ମୋତେ ସେଠାକୁ ଯିବାପାଇଁ ବଳାଉଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# not knowing what will happen to me there
ଆଉ ମୁଁ ଜାଣେ ନାହିଁ ମୋ ପ୍ରତି ସେଠାରେ କ’ଣ ଘଟିବ