# General Information: ଏଠାରେ “ମୁଁ” ଶବ୍ଦ ପାଉଲଙ୍କୁ ବୁଝାଏ I # compelled by the Spirit ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଆତ୍ମା ମୋତେ ସେଠାକୁ ଯିବାପାଇଁ ବଳାଉଛନ୍ତି” (ଦେଖ: [[rc://*/ta/man/translate/figs-activepassive]]) # not knowing what will happen to me there ଆଉ ମୁଁ ଜାଣେ ନାହିଁ ମୋ ପ୍ରତି ସେଠାରେ କ’ଣ ଘଟିବ