or_tn/act/20/22.md

613 B

General Information:

ଏଠାରେ “ମୁଁ” ଶବ୍ଦ ପାଉଲଙ୍କୁ ବୁଝାଏ I

compelled by the Spirit

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଆତ୍ମା ମୋତେ ସେଠାକୁ ଯିବାପାଇଁ ବଳାଉଛନ୍ତି” (ଦେଖ: rc://*/ta/man/translate/figs-activepassive)

not knowing what will happen to me there

ଆଉ ମୁଁ ଜାଣେ ନାହିଁ ମୋ ପ୍ରତି ସେଠାରେ କ’ଣ ଘଟିବ