or_tn/act/20/11.md

16 lines
821 B
Markdown

# General Information:
ଏଠାରେ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ I
# Connecting Statement:
ଏହା ତ୍ରୋୟାରେ ପାଉଲଙ୍କ ପ୍ରଚାର ଓ ଇଉତୁଖଙ୍କ ବିଷୟରେ ଘଟଣାର ଅଂଶକୁ ଶେଷ କରୁଛି I
# broke bread
ଭୋଜନ ସମୟରେ ରୋଟୀ ଏକ ସାଧାରଣ ଖାଦ୍ୟ ଥିଲା I ଏଠାରେ “ରୋଟୀ ଭାଙ୍ଗିବା”ର ଅର୍ଥ ସମ୍ଭବତଃ ସେମାନଙ୍କ ଭୋଜନରେ କେବଳ ରୋଟୀ ନୁହେଁ, ମାତ୍ର ଅନେକ ପ୍ରକାରର ଖାଦ୍ୟ ରହୁଥିଲା I (ଦେଖ: [[rc://*/ta/man/translate/figs-synecdoche]])
# he left
ସେ ପ୍ରସ୍ଥାନ କଲେ