# General Information: ଏଠାରେ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ I # Connecting Statement: ଏହା ତ୍ରୋୟାରେ ପାଉଲଙ୍କ ପ୍ରଚାର ଓ ଇଉତୁଖଙ୍କ ବିଷୟରେ ଘଟଣାର ଅଂଶକୁ ଶେଷ କରୁଛି I # broke bread ଭୋଜନ ସମୟରେ ରୋଟୀ ଏକ ସାଧାରଣ ଖାଦ୍ୟ ଥିଲା I ଏଠାରେ “ରୋଟୀ ଭାଙ୍ଗିବା”ର ଅର୍ଥ ସମ୍ଭବତଃ ସେମାନଙ୍କ ଭୋଜନରେ କେବଳ ରୋଟୀ ନୁହେଁ, ମାତ୍ର ଅନେକ ପ୍ରକାରର ଖାଦ୍ୟ ରହୁଥିଲା I (ଦେଖ: [[rc://*/ta/man/translate/figs-synecdoche]]) # he left ସେ ପ୍ରସ୍ଥାନ କଲେ