or_tn/act/20/11.md

821 B

General Information:

ଏଠାରେ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ I

Connecting Statement:

ଏହା ତ୍ରୋୟାରେ ପାଉଲଙ୍କ ପ୍ରଚାର ଓ ଇଉତୁଖଙ୍କ ବିଷୟରେ ଘଟଣାର ଅଂଶକୁ ଶେଷ କରୁଛି I

broke bread

ଭୋଜନ ସମୟରେ ରୋଟୀ ଏକ ସାଧାରଣ ଖାଦ୍ୟ ଥିଲା I ଏଠାରେ “ରୋଟୀ ଭାଙ୍ଗିବା”ର ଅର୍ଥ ସମ୍ଭବତଃ ସେମାନଙ୍କ ଭୋଜନରେ କେବଳ ରୋଟୀ ନୁହେଁ, ମାତ୍ର ଅନେକ ପ୍ରକାରର ଖାଦ୍ୟ ରହୁଥିଲା I (ଦେଖ: rc://*/ta/man/translate/figs-synecdoche)

he left

ସେ ପ୍ରସ୍ଥାନ କଲେ