or_tn/act/20/07.md

1.5 KiB
Raw Permalink Blame History

General Information:

ଏଠାରେ “ଆମ୍ଭେମାନେ” ଶବ୍ଦ ଲେଖକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସାଙ୍ଗରେ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusiveActs 20:4-6)

Connecting Statement:

ଲୂକ ତ୍ରୋୟାରେ ପାଉଲଙ୍କ ପ୍ରଚାର ବିଷୟରେ ଓ ଇଉତୁଖଙ୍କୁ କ’ଣ ଘଟିଲା ସେ ବିଷୟରେ କହୁଛନ୍ତି I

to break bread

ରୋଟୀ ସେମାନଙ୍କ ଭୋଜନର ଏକ ଅଂଶ ଥିଲା I ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) ଏହା ସରଳ ଭାବରେ ଏକତ୍ର ମିଶି ଭୋଜନ କରିବାକୁ ବୁଝାଏ I ବିକଳ୍ପ ଅନୁବାଦ: “ଖାଦ୍ୟ ଭୋଜନ କଲେ” କିମ୍ବା ) ଏହା ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନକୁ ସ୍ମରଣ କରିବା ନିମନ୍ତେ ସେମାନେ ଏକତ୍ର ମିଶି କରୁଥିବା ଭୋଜନକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁ ଭୋଜ ଭୋଜନ କରିବା” (ଦେଖ: rc://*/ta/man/translate/figs-synecdoche)

he kept speaking

ସେ କହିବାକୁ ଲାଗିଲେ